ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡିଏଭି ଗୁରୁକୁଳ ବାଲୁଗାଁ ତରଫରୁ ତିନି ଦିନିଆ ବିଜ୍ଞାନ ମେଳା ଆୟୋଜିତ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଡିଏଭି ଗୁରୁକୁଳ ବାଲୁଗାଁ ତରଫରୁ ଆୟୋଜିତ ହୋଇଥିବା ତିନି ଦିନିଆ ବିଜ୍ଞାନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରୁ ପକ୍ଷୀ ଶିକାର କରି ଶିକାରୀ ଗିରଫ : ଦୁଇ ମୃତ ପକ୍ଷୀ ଜବତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ସୁନ୍ଦରପୁର ରେଳ ଫାଟକ ନିକଟରୁ ବନ ବିଭାଗର…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଛେଣ୍ଡିପଦା – ବାହାଳସାହି ରାସ୍ତା ପ୍ରଧାନ ପୋଖରୀ ନିକଟରୁ ଡକାୟତି !!!

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଥାନା ଠାରୁ ୧ କିଲୋମିଟର ଦୂରରେ ଡକାୟତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା –…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନତା କର୍ମଶାଳା ର ପୁରସ୍କାର ବିତରଣ ଉତ୍ସବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରାସ୍ତାପାର୍ଶ୍ଵ ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବର୍ଷା ଫାଉଣ୍ଡେସନ ସଦସ୍ୟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ରାସ୍ତା ପାର୍ଶ୍ଵ ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବର୍ଷା ଫାଉଣ୍ଡେସନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅସହାୟ ବୃଦ୍ଧ ବୃଦ୍ଧାଙ୍କର ସାହାରା ପାଲଟିଛି ବାଲୁଗାଁ ଚିଲିକା କୂଳରେ ଗଢି ଉଠିଥିବା ଜରା ନିବାସ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପରିବାର ରେ ଶିଶୁଟିଏ ଜନ୍ମ ହେଲେ ଛୋଟ ଠୁ ବଡ଼ ସମସ୍ତଙ୍କ ଖୁସି କହିଲେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କୃଷକ ସମାବେଶ କୁ ନେଇ ସାମ୍ବାଦିକ ସମ୍ମିଳନୀ !!!

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ୨୫ ତାରିଖ ରବିବାର…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡାରେ ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲିଗୁଡାରେ ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ , ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବ୍ଲକ ଜୁଆଳି ଆମ୍ୱା ଗ୍ରାମ ଚାଷ ଜମିରେ ହାତୀ ଉପଦ୍ରବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିଳାଦ୍ରୀପ୍ରସାଦ ଗ୍ରାମ ପଞ୍ଚାୟତ ଏକ ଆଦିବାସି ଅଧ୍ୟୁଷିତ ପଞ୍ଚାୟତ…