ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ପଞ୍ଚାୟତରେ ବିଜେପି ର ଶକ୍ତିକେନ୍ଦ୍ର ଗଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ଙ୍କ ନେତୃତ୍ୱରେ ଦିନକୁ ଦିନ ମଜବୁତ ହେଉଛି ନୟାଗଡ ବିଜେପି ସଂଗଠନ ! ଓଡ଼ଗାଁ ବ୍ଲକ ର କୁରାଳ ଗ୍ରାମ ପଞ୍ଚାୟତର ମା ବାଗଦେବୀ ପୀଠରେ ରାଣୀ ମା ଙ୍କ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ଶକ୍ତିକେନ୍ଦ୍ର ଗଠନ କରାଯାଇଛି ! ଉକ୍ତ ସଭାରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ତୃଣମୂଳ ସ୍ତରରେ ମଜବୁତ କରିବା ସହ ଏକ ଭୟମୁକ୍ତ ଓ ଭ୍ରଷ୍ଟାଚାରମୁକ୍ତ ନୟାଗଡ଼ ଗଠନ କରିବାକୁ ଶପଥ ନିଆ ଯାଇଥିଲା ।

 

 

Leave a Reply

Your email address will not be published. Required fields are marked *