କଳାପଥର ମହାବିଦ୍ୟାଳୟ ରେ ହକି ବିଶ୍ୱ କପ ଉତ୍ସବ ପାଳନ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଆଜି ସାରା ରାଜ୍ୟ ହକି ମହାକୁମ୍ଭ ଉତ୍ସବ ପାଳୁଥିବା ବେଳେ କଳାପଥର ମହାବିଦ୍ୟାଳୟ ରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ କୁ ବେଶ ଧୁମ ଧାମ ରେ ପାଳନ କରିଛନ୍ତି ଛାତ୍ର ଛାତ୍ରୀ ମାନେ.! ହକି ବିଶ୍ଵକପ ପୁଣି ଥରେ ଓଡିଶା ଆୟୋଜନ କରିଛି , ଏଥିପାଇଁ ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହିତ ଅଛନ୍ତି ଏବଂ ଛାତ୍ର ଛାତ୍ରୀ ମାନେ ହକି ଉଦଘାଟନୀ ଅବସରରେ ବିଭିନ୍ନ ପାରମ୍ପରିକ ଗୀତ ରେ ନାଚ କରିବା ସହ , ଦେଶାତ୍ମବୋଧକ ନୃତ୍ୟ ସଂଗୀତ ଆୟୋଜନ କରିଥିଲେ !

Leave a Reply

Your email address will not be published. Required fields are marked *