ପ୍ରଧାନମନ୍ତ୍ରୀ ଆବାସ ତାଲିକା ଅନିୟମିତତା ବିରୋଧ ରେ ବିଡିଓ ଙ୍କୁ ସ୍ମାରକପତ୍ର ପ୍ରଦାନ !!!

0
188

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ର ବିଭିନ୍ନ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିତତା ନେଇ କେନ୍ଦ୍ରାପଡା ବିଜେପି ର ବିକ୍ଷୋଭ ! ଯୋଗ୍ୟ ହିତାଧିକାରୀ ଙ୍କୁ ତାଲିକାରୁ ବାଦ ଦେବା ଓ ଅଯୋଗ୍ୟ ହିତାଧିକାରୀ ଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଡେରାବିଶ୍ ବ୍ଲକ ବିଡିଓ ନମିତା ବାରିକଙ୍କୁ ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here