ଆମ ରିପୋଟରଜିଲ୍ଲାନୟାଗଡ

ମାସକୁ ପାଞ୍ଚ କେଜି ଚାଉଳ ଉପରେ ନିର୍ଭର ୫ ପ୍ରାଣୀଙ୍କ ଜୀବନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ବାହାବା ନେଉଛନ୍ତି ସରକାର ! ମାସକୁ ପାଞ୍ଚ କେଜି…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଔଷଧ ଦୋକାନ ଓ ଅଲ୍ଟ୍ରାସାଉଣ୍ଡ ସେଣ୍ଟର ଉପରେ ଡ୍ରଗ ଇନ୍ସପେକ୍ଟର ଙ୍କ ଚଢ଼ାଉ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମୁଖରେ ଥିବା ସମସ୍ତ ଔଷଧ ଦୋକାନ ଓ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଜ୍ୱାଇଁର ଛୁରାମାଡ଼ରେ ଶଶୁର ମୃତ : ଅଭିଯୁକ୍ତ ଜ୍ୱାଇଁ କୁ ଅଟକ ରଖିଛି ପୋଲିସ୍‌ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜ୍ୱାଇଁର ଛୁରା ମାଡ଼ରେ ଶଶୁରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି…

ଆମ ରିପୋଟରକଟକଜିଲ୍ଲାଯାଜପୁରରାଜ୍ୟ

ଚିନ୍ମୟ ଦାଶଙ୍କୁ ଅନରାରି ଡକ୍ଟରେଟ ସହ ମ୍ୟାନ୍ ଅଫ୍ ଦି ଇୟର ଆୱାର୍ଡ଼ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ଜିଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଯାପିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀରେ ଗତ ୫ ଦିନ ଧରି ଚାଲିଥିବା…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଷ୍ଟାଡିୟମ ପରିସରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ଷ୍ଟାଡିୟମ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା…

ଆମ ରିପୋଟରକନ୍ଧମାଳଜିଲ୍ଲା

ଗାଜଲବାଡ଼ି ଘାଟି ରେ ଦୁଇ ବସ୍‌ ମୁହାଁମୁହିଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି କୁ ସଂଯୋଗ କରୁଥିବା ୫୯…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ପଦାକୁ ଆସିଲା ଯନ୍ତ୍ରୀ–ଠିକାଦାର ଙ୍କ ମଧୁଚନ୍ଦ୍ରିକା : ଛଡ ବଦଳରେ ବ୍ୟବହାର ହୋଇଛି କାଠ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚେକଡ୍ୟାମ ନିର୍ମାଣରେ ମହା ଦୁର୍ନୀତି ! ଛଡ ବଦଳରେ କାଠରେ ନିର୍ମାଣ ହୋଇଛି ଚେକଡ୍ୟାମ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ମେଡିକାଲ ସ୍ଥାନାନ୍ତର ବିରୋଧରେ ବିଦ୍ରୋହ : ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୁଣା ହସ୍ପିଟାଲକୁ ବନ୍ଦ କରି ଦିଆଯିବା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ସଡକ ଦୁର୍ଘଟଣା…