ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପୋଲିସ ଟ୍ରେନିଂ ସ୍କୁଲ ରୁ ସାମନାକୁ ଆସିଲା ସାଙ୍ଘାତିକ ଘଟଣା ! ସର୍ଜଣ୍ଟ ବିଶ୍ୱଜିତ ତାରଣୀଙ୍କୁ ପ୍ରିନିସିପାଲ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ବିଶ୍ବଜିତ । ଏପରିକି ଛୁଟି ପରେ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ନଦେଇ ଛୁଟିରେ ଅଛନ୍ତି କହି , ବିଶ୍ୱଜିତଙ୍କୁ ହଇରାଣ ହରକତ କରାଉଛନ୍ତି । ପ୍ରିନିସିପାଲଙ୍କ ବିରୋଧରେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଫଳ ମିଳୁନି ବୋଲି ଅଭିଯୋଗ ରହିଛି । ପୋଲିସ ଟ୍ରେନିଂ ସ୍କୁଲର ପ୍ରିନିସିପାଲ ଏହାକୁ ଖଣ୍ଡନ କରି ଅଭିଯୋଗକୁ ଗୁରୁତ୍ୱ ଦେଇ ନାହାନ୍ତି !
ଆଗାମୀ ଦିନରେ କି ମୋଡ ନେବ ନୟାଗଡ ପିଟିଏସ ଘଟଣା !!!

