ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଷ୍ଟେସନ ନିକଟରେ ଅବକାରୀ ଓ ଆରପିଏଫ ର ମିଳିତ ଚଢାଉ : ଗଞ୍ଜେଇ ଜବତ ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଓ ଆରପିଏଫ ପକ୍ଷରୁ ମିଳିତ ଚଢାଉ କରାଯାଇ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଜନ୍ମ ଦିନରେ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷା ତଥା ବରିଷ୍ଠ ସମାମଜସେବି ଓ ସ୍ତମ୍ଭକାର ଅରୁନ୍ଧତୀ ଦେବୀ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ାରେ ବଡ଼ ଧରଣର ଲୁଟ : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା…

ଆମ ରିପୋଟରଜିଲ୍ଲାନୟାଗଡ

ଜୀବନଶୈଳୀରେ ପରିବର୍ତ୍ତନ ପୁସ୍ତକ ପାଇଁ ଅନୁକୂଳ ହେଉ ନାହିଁ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଜୀବନଶୈଳୀରେ ପରିବର୍ତ୍ତନ ପୁସ୍ତକ ପାଇଁ ଅନୁକୂଳ ହେଉ ନାହିଁ ! ନୟାଗଡ଼ ପୁସ୍ତକ ମହୋତ୍ସବ…

ଆମ ରିପୋଟରଗଜପତିଜିଲ୍ଲା

ସେଞ୍ଚୁରିୟାନ ବିଶ୍ଵ ବିଦ୍ୟାଳୟରେ ଦ୍ୱିତୀୟ ଉତ୍କଳ କୃଷିମେଳ। ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିୟାନ ବିଶ୍ଵ ବିଦ୍ୟାଳୟର ଦ୍ୱିତୀୟ ଉତ୍କଳ କୃଷିମେଳା 21 ଓ 22 କୃଷି ଜାଗରଣର…

ଅପରାଧଆମ ରିପୋଟରଜିଲ୍ଲା

ଅଭାବନୀୟ ଅପରାଧକୁ ନେଇ ବଢୁଛି ପ୍ରତିକ୍ରିୟା : ସାବତ ମା ମାଡ଼ ରେ ଦିବ୍ୟାଙ୍ଗ ପୁଅ ର ମୃତ୍ୟୁ ଘଟଣା !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : କଳଙ୍କ ମୁଣ୍ଡାଇଲେ ଆଉ ଜଣେ ସାବତ ମାଆ । ଯିଏ ସମ୍ପତ୍ତି ଲୋଭରେ ଜଣେ…

ଆମ ରିପୋଟରକଟକଜିଲ୍ଲା

ସରିଲା ଜାଗର ମହୋତ୍ସବ : ଏବେ ସ୍ୱଚ୍ଛତା ଆଡକୁ ସ୍ବେଛାସେବୀ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରିଯାଇଛି ଶିମିଳିପୁର ଜାଗର ମହୋତ୍ସବ ! ଧୂମଧାମ ରେ ଉତ୍ସବ ପାଳନ ପରେ ମହୋତ୍ସବ…

ଆମ ରିପୋଟରଗଜପତିଜିଲ୍ଲା

ଦ୍ୱିତୀୟ ଉତ୍କଳ କୃଷ୍ଣ ମେଳା ବହୁତ ସଫଳତାର ସହ ସଂପୂର୍ଣ୍ଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୨୧ ଓ ୨୨ଫେବୃଆରୀରେ ‘କୃଷ୍ଣ ଜାଗରଣ’ ସହିତ ମିଳିତ ଭାବରେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍…