ସରିଲା ଜାଗର ମହୋତ୍ସବ : ଏବେ ସ୍ୱଚ୍ଛତା ଆଡକୁ ସ୍ବେଛାସେବୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରିଯାଇଛି ଶିମିଳିପୁର ଜାଗର ମହୋତ୍ସବ ! ଧୂମଧାମ ରେ ଉତ୍ସବ ପାଳନ ପରେ ମହୋତ୍ସବ ପଡିଆ ସଫେଇ ରେ ଲାଗି ଯାଇଛନ୍ତି ଆୟୋଜକ କମିଟିର ସଦସ୍ୟ ! ଅନୁଷ୍ଠାନର ସଭାପତି ଦେବୀଦତ୍ତ ବିଭୂତିରାୟ ଏବଂ ସମ୍ପାଦକ ବିଭୁ ପ୍ରସାଦ ସାମଲଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ସଫେଇ କାର୍ଯ୍ୟ !

Leave a Reply

Your email address will not be published. Required fields are marked *