ଭାପୁର ସରସ୍ଵତୀ ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ସରସ୍ଵତୀ ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ କାମରାଜ ବରାଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ , ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବେଣୁଧର ପ୍ରଧାନ, ସମାଜସେବୀ ଓ ବରିଷ୍ଠ ସାମ୍ବାଦିକ ରମେଶ ଚଦ୍ର ବରାଡ, ପ୍ରଭାତ କୁମାର ବରାଡ, ଶ୍ରୀକାନ୍ତ ରାଉତ, ଶିଶିର କୁମାର ସାହୁ, ରଞ୍ଜନ ପଟ୍ଟନାୟକଙ୍କ ପ୍ରମୁଖ ସାମ୍ୱାଦିକ ଅତିଥି ଭାବରେ ଉପସ୍ଥିତ ରହିଥିଲେ ! ସରସ୍ଵତୀ ଶିଶୁ ମନ୍ଦିର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ! ବିଦ୍ୟାଳୟ ପରିସରରେ ପ୍ରତି ବର୍ଷ ଏହି ବାର୍ଷିକ ଉତ୍ସବ ଅତି ଆଡମ୍ବର ସହ ପାଳନ ହୋଇଥାଏ ।

 

 

Leave a Reply

Your email address will not be published. Required fields are marked *