ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଚଳିତ ଆର୍ଥିକ ବର୍ଷ ପାଇଁ ଆରମ୍ଭ ହେଲା ସାଧାରଣ ବଜେଟ ପ୍ରକ୍ରିୟା ! 2 ଲକ୍ଷ 30 ହଜାର କୋଟି ଟଙ୍କାର ବଜେଟ ! ରାଜ୍ୟ ଏବେ ସ୍ପୋର୍ଟ ହବ ହୋଇ ପାରିଛି ! କୃଷି ବଜେଟ ଆରମ୍ଭ , 23-24 ଅଭିବୃଦ୍ଧି ହାର 6.8 , କୃଷି କ୍ଷେତ୍ରରେ 24829 କୋଟି ଟଙ୍କାର ବଜେଟ , ରାଜ୍ୟରେ ଧାନ ସଂଗ୍ରହ ବଢୁଛି !