କଟକ ରେ ଆରମ୍ଭ ହେଲା ସିଏମ୍‌ସିର ନୂଆ ଅଭିଯାନ ‘ ମୋ ୱାର୍ଡ ’ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ରେ ଆରମ୍ଭ ହେଲା ସିଏମ୍‌ସିର ନୂଆ ଅଭିଯାନ ‘ ମୋ ୱାର୍ଡ ’ । ବସ୍ତିରେ ମେୟର ରାତିରେ ଖାଇବେ ରହିବେ ଲୋକଙ୍କ ସମସ୍ୟା ବୁଝିବେ ! ବିଡାନାସୀ ର ୱାର୍ଡ ନ ୧ ରେ ‘ ମୋ ୱାର୍ଡ ‘ କାର୍ଯକ୍ରମ ଶୁଭାରମ୍ଭ କରିବା ସହିତ ବସ୍ତିରେ ଖାଦ୍ୟ ଗ୍ରହଣ ଓ ବିରଞ୍ଚି ନାରାୟଣ ପତି ଙ୍କ ଘରେ ରାଧାକିଶୋରପୂର ବସ୍ତି ରେ ରାତ୍ରି ଯାପନ କରିବା ଅବସରରେ ଆଜି ୱାର୍ଡ ନମ୍ବର ୧ ରେ ରାତ୍ରିଯାପନ ସହ ସବୁ ବର୍ଗର ଲୋକଙ୍କୁ ଭେଟିଛନ୍ତି ସିଏମସି ମେୟର ସୁବାସ ସିଂ ।

Leave a Reply

Your email address will not be published. Required fields are marked *