ଷଣ୍ଢ ଶୁଣୁଛି ଭାଗବତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : କଥାରେ ଅଛି ଷଣ୍ଢକୁ ଭାଗବତ ଶୁଣାଉଛ ! ଏ କଥାଟି ଆମେ ସମସ୍ତେ ଥରେ ଥରେ ଶୁଣିଥିବା ନିଶ୍ଚିତ । ଅବାନ୍ତର ଅଵୋଧ କଥା ଶୁଣିଲେ , ଏ ଉକ୍ତି ଆପେ ଆପେ ପାଟିରୁ ବାହାରି ଆସେ ! କିନ୍ତୁ ଏହି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଭାପୁର ବ୍ଲକ ପଦ୍ମାବତୀ ଗ୍ରାମରେ । ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଦାଣ୍ଡ ପିଣ୍ଡାରେ ବସି ଭାଗବତ ପଢିବା ବେଳେ ବୁଲା ଷଣ୍ଢ ଟି ଆସି ପହଞ୍ଚି ଯାଇଛି ଶୁଣିବାକୁ !

Leave a Reply

Your email address will not be published. Required fields are marked *