ଲୋୟର ପିଏମଜି ରେ ସ୍ମାର୍ଟସିଟି ଅଟୋ ଚାଳକଙ୍କ ମହା ସମାବେଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ଲୋୟର ପିଏମଜି ରେ ପ୍ରତିବାଦ କରିବ ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ । ପାଖିପାଖି 10 ହଜାର ଅଟୋ ଚାଳକ କରିବେ ପ୍ରତିବାଦ । ରାଜଧାନୀରେ କାଲି ଗଡିବ ନାହିଁ ଅଟୋ । ଆଜି ହୋଇଥିବା ଆନ୍ଦୋଳନ ରେ ଓଡିଶା ଡ୍ରାଇଭର ମହାସଂଘ ତାଙ୍କୁ ଅପମାନିତ ସହିତ ତାଙ୍କୁ ସିଲଟ ଧରାଇବା ଭଳି କାମ କରିବା ଅଭିଯୋଗ ରେ କାଲି ଏହା ହେଉଥିବା ଜଣାପଡିଛି ।

 

Leave a Reply

Your email address will not be published. Required fields are marked *