ତିନି ମାସର ମହଲତ ନେଲେ ସରକାର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶେଷରେ ମାନିଲେ ସରକାର ! ଡ୍ରାଇଭର ଏକତା ମଞ୍ଚର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ପରେ ଦୋହଲିଗଲା ସ୍ଥିତି ! ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଆଗଲା ନିଷ୍ପତ୍ତି ! ଆସନ୍ତା ତିନି ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବୀ ପୂରଣ ଦିଗରେ ସରକାର ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି !

Leave a Reply

Your email address will not be published. Required fields are marked *