Home2023March17ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଭେଟିଲେ ଦଶପଲ୍ଲା ବିଧାୟକ !!! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଭେଟିଲେ ଦଶପଲ୍ଲା ବିଧାୟକ !!! March 17, 2023March 17, 2023byAwaj Media Spread the loveନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଚିକିତ୍ସାଧିନ ଥିବା ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଲେ ଦଶପଲ୍ଲା ବିଧ୍ୟାକ ରମେଶ ଚନ୍ଦ୍ର ବେହେରା l
ଅଗ୍ନିଶମ ବିଭାଗ ତରଫରୁ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମକ୍ ଡ୍ରିଲ !! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଗ୍ନି ସୁରକ୍ଷା ସପ୍ତାହ ପାଳନ ଅବସରରେ ରଣପୁର ଅଗ୍ନିଶମ ବିଭାଗ ତରଫରୁ…
ବାଲିଗୁଡ଼ାରେ ବଡ଼ ଧରଣର ଲୁଟ : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା !!! Spread the loveSpread the loveକନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର…
ପ୍ରଚାର ଅଭିଯାନରେ କଳପଡା ପଞ୍ଚାୟତ ସମିତି ସଭ୍ୟ ପାର୍ଥିନୀ କାଦମ୍ବିନୀ ଭୋଇ !!! Spread the loveSpread the loveକଟକ ସଦର ( ଆୱ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ କଳପଡା ଗ୍ରାମ ପଞ୍ଚାୟତ…