କଟକ ରେ ଯୁବ କଂଗ୍ରେସ ର ବିକ୍ଷୋଭ : ପ୍ରଧାନମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଯୁବ କଂଗ୍ରେସ ତରଫରୁ ସହରରେ ବିକ୍ଷୋଭ ପ୍ରଦର୍ଶନ ସହିତ ବାଦାମବାଡି ଠାରେ ପ୍ରଧାମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ବିନା କାରଣ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଙ୍କୁ ଇଡି ଦ୍ବାରା ହଇରାଣ କରିବା , ବିଭିନ୍ନ କାରଣ ରୁ ତାଙ୍କୁ ବାରମ୍ବାର ଲାଞ୍ଚିତ କରିବା ଓ ଅପମାନିତ କଲା ଭଳି ମନ୍ତବ୍ୟ ଦେବା ପାଇଁ ସେମାନେ ଆଜି ରାଜ ରାସ୍ତା ରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *