ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡ଼ିଶାରେ ମେଟ୍ରୋ ଟ୍ରେନ ନେଇ ବଢ଼ିଲା ଆଶା ! କେଉଁ କେଉଁ ରୁଟ୍ରେ ଯିବ ମେଟ୍ରୋ ସେନେଇ ରିଭ୍ୟୁ ଆରମ୍ଭ ! ଟ୍ରାଫିକ ବ୍ୟବସ୍ଥା ଠୁ ପାର୍କିଂ ଯାଏ ସବୁ ଦିଗକୁ ନେଇ ରିଭ୍ୟୁ ! ମୁଖ୍ୟ ଶାସନ ସଚିବ, 5T ସଚିବ ପ୍ରମୁଖ ରିଭ୍ୟୁ କରିଛନ୍ତି ! ଉନ୍ନୟନ କମିଶନର, ପରିବହନ ସଚିବ ରିଭ୍ୟୁରେ ସାମିଲ !
ଓଡ଼ିଶାରେ ମେଟ୍ରୋ ଟ୍ରେନ ନେଇ ବଢ଼ିଲା ଆଶା !!!

