କଟକ ବିଡାନାସୀ ଭୁଆସୁଣୀ ବନ୍ଧ ଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ବିଡାନାସୀ ଭୁଆସୁଣୀ ବନ୍ଧ ଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଭୟଙ୍କର ଦୁର୍ଘଟଣାରେ ଦୁଇ ଆହତ ହୋଇଥିବା ବେଳେ ଜଣଙ୍କକର ଅବସ୍ଥା ସଙ୍କଟାପନ୍ନ ରହିଥିଲା ।ଗୁରୁତର ଅବସ୍ଥା ରେ ଗତ କାଲି ରାତି ରେ କଟକ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *