ଅପ୍ରେଲ ୨୫ ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ମହା ସମାବେଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଖବର ପ୍ରସାରଣରେ ଅଧୁନା ସାମାଜିକ ଗଣମାଧ୍ୟମର ଭୂମିକା ସବୁଠାରୁ ଆଗରେ ଥିବା ସମୟରେ ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ଖବରଦାତା ଏବଂ ସଂସ୍ଥା ପରିଚାଳକ ମାନଙ୍କୁ ଏକାଠି କରି ମହାସଂଘ ଗଠନ ପାଇଁ ଆରମ୍ଭ ହୋଇଛି ପ୍ରୟାସ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ନାମରେ ନାମିତ ସଂଗଠନର ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଆସନ୍ତା ଅପ୍ରେଲ ୨୫ ତାରିଖରେ ରାଜଧାନୀର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ହେବ !

Leave a Reply

Your email address will not be published. Required fields are marked *