ମା ହିଙ୍ଗୁଳାଙ୍କ ଲୀଳା ….

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ସ୍ଥିତ ଜଗନ୍ନାଥପୁର ଠାରେ ଦୃଶ୍ୟମାନ ହୋଇଛି ଏକ ଅଲୌକିକ ଘଟଣା l ଏକ ଲିମ୍ବ ଗଛ ରେ ଆପଣ ଛାଏ ଲାଗୁଚି ନିଆଁ l ଲୋକଙ୍କ ବିଶ୍ୱାସ ଯେ ମା ହିଙ୍ଗୁଳା ଙ୍କ ଆବିର୍ଭାବ ହୋଇଛି । ଲୋକମାନେ ଶ୍ରଦ୍ଧା ର ସହ ପୂଜା ପାଠ ଆରମ୍ଭ କରିଛନ୍ତି । ତାଳଚେର ଜଗନ୍ନାଥପୁର ଗ୍ରାମରେ ମା ହିଙ୍ଗୁଳାଙ୍କ ଅଲୌକିକ ମହିମା ll ଲିମ୍ବ ଗଛରୁ ଝୁଣା, ଧୂପ ର ସୁଗନ୍ଧ ବାହାରିବା ସହିତ ଜଳିଲା ଲିମ୍ୱ ଗଛ ll

Leave a Reply

Your email address will not be published. Required fields are marked *