ଲିଙ୍କ ରୋଡ ପେଟ୍ରୋଲ ପମ୍ପ ପାଖରେ ବସରେ ଲାଗିଲା ନିଆଁ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଲିଙ୍କ ରୋଡ ପେଟ୍ରୋଲ ପମ୍ପ ପାଖରେ ବସରେ ଲାଗିଲା ନିଆଁ । କେହି ଦୂର୍ବୁର୍ତ୍ତ୍ ନିଶା ଖାଇ ଏଭଳି କରି ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରୁଛି । ବସ୍ ସହିତ ଗୋଟାଏ କେବିନ୍ ସମ୍ପୂର୍ଣ୍ଣ ଜଳି ଯାଇଥିବାର ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *