ବାଣପୁରରେ ଇଦ୍-ଉଲ୍-ଫିତର୍ ପର୍ବ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ଇଦ୍-ଉଲ୍-ଫିତର୍ ପର୍ବ ! ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭକାମନା ଜଣାଇଲେ ବାଣପୁରର ମୁସଲମାନ ସାହିର ସେକ ରୈଶନଙ୍କ ପରିବାର । ଏକ ମାସ ଧରି ରମଜାନ ଉପବାସ କରୁଥିବା ବେଳେ ଶେଷଦିନରେ ଇଦ୍-ଉଲ୍-ଫିତର୍ ପର୍ବ ପଡ଼ିଥାଏ ! ଆଜି ବାଣପୁର ଇଦଘା ପଡିଆରେ ଦିନ ସାମୁହିକ ନମାଜ ପାଠ ହୋଇଥିଲା ! ବାଣପୁର ମୁଖ୍ୟ ରାସ୍ତା ଦେଇ ଯାଉଥିବା କିଛି ଭାଇ ଭଉଣୀ ମାନଙ୍କୁ ସେକ ପରିବାର ତରଫରୁ ପଣା ବଣ୍ଟନ କରାଯାଇଥିଲା !

Leave a Reply

Your email address will not be published. Required fields are marked *