Home2023April22ଆନନ୍ଦ ଉଲ୍ଲାସର ସହିତ ବିଂଝାରପୁର ଇଦ୍-ଉଲ୍-ଫିତର୍ ପାଳିତ !!! ଆନନ୍ଦ ଉଲ୍ଲାସର ସହିତ ବିଂଝାରପୁର ଇଦ୍-ଉଲ୍-ଫିତର୍ ପାଳିତ !!! April 22, 2023April 22, 2023byAwaj Media Spread the loveବିଂଝାରପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନନ୍ଦ ଉଲ୍ଲାସର ସହିତ ବିଂଝାରପୁର ରେ ପାଳିତ ହୋଇଯାଇଛି ଇଦ୍-ଉଲ୍-ଫିତର୍ ପର୍ବ ! ସାମୂହିକ ନମାଜ୍ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭକାମନା ଜଣାଇଲେ ମୁସଲିମ୍ ସଂପ୍ରଦାୟର ଭାଇ !
ସଶକ୍ତ ସଂଗଠିତ ହେଉଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ !!! Spread the loveSpread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ର ଏକ ଜରୁରୀ ବୈଠକ ରାଜଧାନୀ…
ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି – ୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବି. ଏନ. ପ୍ୟାଲେସ…
ଆଞ୍ଚଳିକ ସ୍ତରୀୟ ପୋଷଣ ମାସ ଓ ମା ‘ ଗୃହର ପ୍ରତିଷ୍ଠା ଦିବସ ପାଳିତ !!! Spread the loveSpread the loveକନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ…