ଆମ ରିପୋଟରଜିଲ୍ଲାନୟାଗଡ

ସମାଜସେବୀ ସୌମ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସମାଜସେବୀ ସୌମ୍ୟା ସୁଭ୍ରା ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଛି…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବୋତଲଣ୍ଡା ଗ୍ରାମରେ ନିର୍ବାଚନୀ ହିଂସା : ବିଜେପି – ବିଜେଡି କର୍ମୀ ମୁଁହାମୁହିଁ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗ୍ରାମରେ ବିଜେଡି ବିଜେପି ଗୋଷ୍ଠୀ କନ୍ଦଳ…

ଆମ ରିପୋଟରଜିଲ୍ଲାନୟାଗଡ

ଶଙ୍ଖ ଛାଡି ପଦ୍ମ ଧରିଲେ ଗଦାଧର ପ୍ରସାଦ ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମ ର କର୍ମୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଗଦାଧର ପ୍ରସାଦ ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମ…

ଆମ ରିପୋଟରକଟକଜିଲ୍ଲା

‘ପ୍ରାରମ୍ଭ’ ଶିକ୍ଷକ ତାଲିମ କର୍ମଶାଳା ଉଦଯାପିତ !!!

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇଙ୍କ ଆଦେଶ କ୍ରମେ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

MBK, CRP ଓ ବ୍ୟାଙ୍କ ମିତ୍ରା ନିଯୁକ୍ତି ରେ ଚଞ୍ଚକତା : ତହସିଲଦାର ଙ୍କୁ ଦାବିପତ୍ର !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପଞ୍ଚାୟତରେ ଏମବିକେ , ସିଆରପି ଓ ବ୍ୟାଙ୍କ ମିତ୍ର ପଦବୀ ପୂରଣ ପାଇଁ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବୋତଲଣ୍ଡା ଗ୍ରାମରେ ନିର୍ବାଚନୀ ହିଂସାରେ ଯୁବକ ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗ୍ରାମରେ ନିର୍ବାଚନୀ ହିଂସା ଘଟି ଗ୍ରାମର ଜଣେ ଯୁବକ…