ଆମ ରିପୋଟରଜିଲ୍ଲାନୟାଗଡ

କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କଲେ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର +୩ ଫାଇନାଲ ୟୁଜି ଓ ପିଜି ର ଫଳ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡାରେ ରଥଯାତ୍ରା ପାଳିତ : ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ରେ ରଥଯାତ୍ରା : ପ୍ରଥମେ ବଳଦେବ ଜୀଉଙ୍କ ତାଳଧ୍ଵଜ ରଥକୁ ଟାଣିଲେ ଭକ୍ତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ରେ ରଥଯାତ୍ରା ଅନୁଷ୍ଠିତ ! ପ୍ରଥମେ ବଳଦେବ ଜୀଉଙ୍କ ତାଳଧ୍ଵଜ ରଥକୁ ଭକ୍ତମାନେ ଟାଣି…

ଆମ ରିପୋଟରଜିଲ୍ଲାନୟାଗଡ

ମହାପ୍ରଭୁଙ୍କୁ ସମର୍ପିତ ଏକ ସୁନ୍ଦର ଭାବର ଭଜନ “ରଥେ ବିଜେ କ୍ଷେତ୍ରରବି” !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ପବିତ୍ର ଘୋଷଯାତ୍ରା ଅବସରରେ ମହାପ୍ରଭୁଙ୍କୁ ସମର୍ପିତ ଏକ ସୁନ୍ଦର ଭାବର ଭଜନ “ରଥେ ବିଜେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ସାମ୍ବାଦିକଙ୍କୁ ଅଣଦେଖା : ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମରେ ସହଯୋଗ କରିବେ ନାହିଁ ସାମ୍ବାଦିକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ବଢି ଚାଲିଚି ସାମ୍ବାଦିକଙ୍କ ପ୍ରତି ବିକୃତ ମାନସିକତା । ଗଣତନ୍ତ୍ରର ଚତୁର୍ଥ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରାମଠେଙ୍ଗା ପାଖ ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ରାମଠେଙ୍ଗା ପାଖ ଜଙ୍ଗଲରୁ ସ୍ଥାନୀୟ ପୋଲିସ ଦ୍ଵାରା ଜଣେ ମହିଳାଙ୍କ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଟୁଡ଼େ ର ଆଲୋଚନା ଚକ୍ର ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଟୁଡ଼େ -କ୍ରିୟା ଶିଳ , ନୟାଗଡ ଟୁଡ଼େ ଚ୍ୟାନେଲ ପକ୍ଷରୁ କେସି କ୍ଲବ…