Home2023June21ଭାପୁର ବଜାରରେ ଗଡ଼ିଲା ରଥ !!! ଭାପୁର ବଜାରରେ ଗଡ଼ିଲା ରଥ !!! June 21, 2023June 21, 2023byAwaj Media Spread the loveଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ରଥ ଯାତ୍ରା ଅବସରରେ ଭାପୁର ବଜାର ପ୍ରାଙ୍ଗଣରେ ଥିବା ଜଗନ୍ନାଥ ମନ୍ଦିର ପରିସର ଠାରୁ ରଥ ଟଣା ହୋଇଥିଲା ! ରଥ ଟଣା ସମୟରେ ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେବା ଦେଖିବାକୁ ମିଳିଥିଲା ।
ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ସଭାଗୃହରେ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର…
ନିଶା ସେବନ କରି ବାଇକ ଚଲାଇବା ହେଲା ବିପଦ : ଗଛରେ ପିଟି ଦୁଇ ଆହତ !!! Spread the loveSpread the loveଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ପ୍ରହ୍ଲାଦ ବରାଡ଼ : ନିଶା ସେବନ କରି ଗାଡି ଚଲାଇବା ହେଲା ବିପଦ ! ଭାପୁର…
ବାରବାଟୀ ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ !!! Spread the loveSpread the loveଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଘରେ ଶୋଇଥିବା ସମୟରେ ଅଚାନକ ଲାଗିଲା ନିଆଁ ! ନୟାଗଡ଼ ଜିଲ୍ଲା…