ରାଜ୍ୟ ସ୍ତରୀୟ କିକ ବକ୍ସିଙ୍ଗ ଚମ୍ପିୟାନସିପ ରେ ବାଲୁଗାଁ ପୁଅ ରଚିଲେ ଇତିହାସ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୬ ଟି ରାଜ୍ୟ କୁ ନେଇ କିକ ବକ୍ସିଙ୍ଗ ଚମ୍ପିୟାନସିପ ରେ ସ୍ବର୍ଣ୍ଣ ପଦକ ହାସଲ ସହିତ ଚମ୍ପିୟାନ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ରଘୁନାଥପୁର ଗ୍ରାମର ପୁଅ ଜଗନ l ପୂର୍ବରୁ ବହୁବାର ଜାତୀୟ ସ୍ତରରେ ବକ୍ସିଙ୍ଗ ଖେଳ ଖେଳି ଚମତ୍କାର ପଦର୍ଶନ ସହିତ ବିଜେତା ହେବା ସହିତ ଓଡିଶା ମାଟିକୁ ଗୌରବlନ୍ବିତ କରିଥିଲେ l ବର୍ତମାନ ୬ଷ୍ଠ ରାଜ୍ୟ ପେନ୍କାକ୍ ସିଲାଟ୍ ଚାମ୍ପିଅନ୍ସିପରେ ବିଜେତା ହେବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି l

Leave a Reply

Your email address will not be published. Required fields are marked *