ଦୂର ହେବ ନେଟୱାର୍କ ସମସ୍ୟା : ଡ଼ିମିରିପଲ୍ଲୀ ପାଖରେ ନିର୍ମାଣ ହେଉଛି ମୋବାଇଲ ଟାୱାର !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦୂର ହେବ ମୋବାଇଲ ନେଟୱାର୍କ ସମସ୍ୟା , ଡ଼ିମିରିପଲ୍ଲୀ ପାଖରେ ନିର୍ମାଣ ହେଉଛି ମୋବାଇଲ ଟାୱାର ! ବିଗତ ଦିନରେ ଗୁମି ଗ୍ରାମ ପଞ୍ଚାୟତ ଇଲେକ୍ସନରେ ମୋବାଇଲ ଟାୱାର ସମସ୍ୟା ପାଇଁ ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ସାଂସଦ ଙ୍କୁ କହି ସମାଧାନ କରିବାକୁ କହିଥିଲେ ସ୍ଥାନୀୟ ବାସିନ୍ଦା l ଏବେ ଗୁମି ପଞ୍ଚାୟତ ଡ଼ିମିରିପଲ୍ଲୀ ପାଖରେ ଦ୍ରୁତ ଗତିରେ ମୋବାଇଲ ଟାୱାର କାମ ଚାଲିଛି l ଲୋକେ ଶୀଘ୍ର ସୁବିଧା ପାଇବାକୁ ଯାଉଛନ୍ତି l

 

Leave a Reply

Your email address will not be published. Required fields are marked *