ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

ସରକାରୀ ଅଫିସରେ ମଦ୍ୟପାନ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଗରଦପୁର ପୁଣ୍ଡାଳ ସ୍ଥିତ ପୁଣ୍ଡାଳ ନର୍ଥ ଇରିଗେସନ ସବଡ଼ିଭିଜନ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଅଶୋକଝର ଗ୍ରାମରେ ତୀର ମାଡରେ ଯୁବକ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଶୋକଝର ଗ୍ରାମରେ ସାନ ଭାଇ ର ତୀର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଜନ୍ମ ଦିନରେ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ଏବଂ ଓଡ଼ିଶା ପୁନର୍ଗଠନ ଅଭିଯାନ ର ଅଧ୍ୟକ୍ଷ…

ଆମ ରିପୋଟରଜିଲ୍ଲାନୟାଗଡ

ନିଶା ସେବନ କରି ବାଇକ ଚଲାଇବା ହେଲା ବିପଦ : ଗଛରେ ପିଟି ଦୁଇ ଆହତ !!!

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ପ୍ରହ୍ଲାଦ ବରାଡ଼ : ନିଶା ସେବନ କରି ଗାଡି ଚଲାଇବା ହେଲା ବିପଦ ! ଭାପୁର ବ୍ଲକ ବାଇଗୁଣିଆ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ପଲଟଣ ପଡିଆରେ ଥିବା ଏକ କମାରଶାଳ କ୍ୟାବିନର ତାଲା ଭାଙ୍ଗି ଚୋରି କଲେ ଚୋର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଲଟଣ ପଡିଆରେ ଥିବା ଏକ କମାର ଶାଳ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଜାଗମରା ITER ପାଖରେ ୧୨ ଲକ୍ଷ ଟଙ୍କାରେ ତିନି ମହଲା ଘର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାଗମରା ଅଞ୍ଚଳର ଏକ ଜାଗା ବାଡ଼ି ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀ ମହାବିଦ୍ୟାଳୟ ପରିସରରେ “ସ୍ୱଚ୍ଛତା ପଖୱାଡ଼ା” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଅଧ୍ୟକ୍ଷ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲିଗୁଡାର ଅଭିଯୁକ୍ତ ଶିକ୍ଷକ ଗିରଫ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲେଶ୍ୱର ପୋଲିସ…