୪୨ ମୌଜାରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜାରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ! କଟକ ସଦର ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ କାଠଯୋଡ଼ି ନଦୀ କୂଳସ୍ଥ ବଂଶୀଧର ସ୍ମୃତି ଉଦ୍ୟାନରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳନ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ପରିବେଶ ସୁରକ୍ଷା ଅଭିଯାନ ଅବସରରେ ସ୍ଥାନୀୟ ଯୁବକ ଓ ପିଲାମାନଙ୍କୁ ସାମିଲ କରାଯାଇ ସୁସ୍ଥ ଜୀବନ ଯାପନ ପାଇଁ ପ୍ରତ୍ୟେକ ମଣିଷ ନିଜ ନିଜର ପାରିପାଶ୍ଵିକ ପରିବେଶ ସୁରକ୍ଷାକୁ ବ୍ରତ ଭାବରେ ଗ୍ରହଣ କରିବା ପାଇଁ ଆହ୍ବାନ ଦିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *