ପୁଲିସ ଭ୍ୟାନ ଧକ୍କାରେ ଯୁବ ଡାକ୍ତରଙ୍କ ମୃତ୍ୟୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବରପଲ୍ଲୀ ଛକରେ ପୋଲିସ ଭ୍ୟାନ ଧକ୍କାରେ ଯୁବ ଡାକ୍ତରଙ୍କ ମୃତ୍ୟୁ ! ନୟାଗଡ଼ ରୋଟାରୀ କ୍ଳବର ଫିଜିଓଥେରାପି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ପୁଲିସ ଭ୍ୟାନ୍ ଧକ୍କାରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ! ଏପରି ଅଘଟଣକୁ ନେଇ ଶୋକର ବାତାବରଣ ଖେଳି ଯାଇଥିବା ସମୟରେ , ଅଘଟଣ ପାଇଁ ଦାୟୀ ବ୍ୟକ୍ତିକୁ କଠୋର ଦଣ୍ଡ ବିଧାନ ପାଇଁ ଦାବୀ ହେଉଛି !

Leave a Reply

Your email address will not be published. Required fields are marked *