ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସବୁଜ ସମାଜ ଲକ୍ଷ୍ୟ !!!

Spread the love

ପିପିଲି ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସବୁଜ ସମାଜ ଗଢିବା ଲକ୍ଷ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି ! ପିପିଲି ବ୍ଲକ ଭାର୍ତିପୁର ପଂଚାୟତ , ବାଗେଶ୍ୱରପୁର ଗ୍ରାମ ର ପ୍ରଖ୍ୟାତ ଠାକୁର ପ୍ରଭୁ ରାମେଶ୍ୱର ଙ୍କ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ ରୋପଣ କରାଗଲା ! ଏଥିରେ ବିଭିନ୍ନ ପ୍ରକାର ବୃକ୍ଷ ଲାଗିଲା ଯାହାକି ଆଗାମୀ ଦିନରେ ଏକ ସୁନ୍ଦର ପରିବେଶ ଗଢି ଉଠିବ ! ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସଭାପତି ଲଳିତ ବରାଳ ଓ ସାଥି ସଦସ୍ୟ ମାନସ ମହାପାତ୍ର, କୃପାସିନ୍ଧୁ ବଢ଼େଇ, ବିଭୁତି ପଣ୍ଡା, ବାପି ମଲିକ, ନୃସିଂହ ରଥ , ଟଙ୍କ ନନା ଓ ଅନ୍ୟ ମାନେ ଯୋଗଦାନ କରିଥିଲେ ! ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ସାଧୁବାଦ ଜଣାଇଥିଲେ !

Leave a Reply

Your email address will not be published. Required fields are marked *