ଆଜି ଉଦଘାଟିତ ହେବ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ କାର୍ଯ୍ୟାଳୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମଗ୍ର ରାଜ୍ୟରେ ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟରତ ପ୍ରତିନିଧି ଏବଂ ଚ୍ୟାନେଲ ମାଲିକ ମାନଙ୍କର ରାଜ୍ୟ ସଂଗଠନର କାର୍ଯ୍ୟାଳୟ ଆଜି ଉଦଘାଟିତ ହେବ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ କାର୍ଯ୍ୟାଳୟ ଉଦଘାଟନ ସମାରୋହରେ ସମସ୍ତ ରାଜନୈତିକ ଦଳର ନେତା , ପ୍ରଶାସନିକ ଅଧିକାରୀ , ଆରକ୍ଷୀ ବିଭାଗର ଅଧିକାରୀ , ବରିଷ୍ଠ ସାମ୍ବାଦିକ , ସାମାଜିକ କର୍ମୀ , ଆଇନଜୀବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ! ଭୁବନେଶ୍ୱର ଏଜି ଛକ ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠାନର ସାଙ୍ଗଠନିକ ବୈଠକ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ରହିଥିବା କଥା ସଂଗଠନର ସାଧାରଣ ସମ୍ପାଦକ କାହ୍ନା ନାୟକ ସୂଚନା ଦେଇଛନ୍ତି !

Leave a Reply

Your email address will not be published. Required fields are marked *