ସ୍ବାଧିନତା ଦିବସ ପାଳିତ : ବୃକ୍ଷ ଚାରା ବଣ୍ଟନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୭୭ ତମ ସ୍ବାଧିନତା ଦିବସ ପାଳିତ ହେବା ସହିତ ଭାସ୍କର ଜେନା କିସାନ ସେବା କେନ୍ଦ୍ର ତରଫରୁ ସୁମାଣ୍ଡିସ୍ଥିତ ପେଟ୍ରୋଲ ପମ୍ପରେ ଆଜି ଦୁଇ ହଜାରରୁ ଅଧିକ ବୃକ୍ଷ ଚାରା ମାଗଣାରେ ଅଚଂଳବାସୀଙ୍କୁ ବଣ୍ଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପ୍ରେପାଇଟର ଉଦୟ ଭାନୁ ଜେନା, ମିତ୍ରଭାନୁ ଜେନା, ନିରାକାର ରାଉତରାୟ, ବିଶ୍ବରଜଂନ ଦାସ, ରୁତୁରାଜ ଲେଙ୍କା, ସୁଶାନ୍ତ ଜେନା ଉପସ୍ଥିତ ରହିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ମାନସ ଲେଙ୍କା, ମିଟୁ ଜେନା, ରାପୁନା ଜେନା, ସୁବାସ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ଓଷଧିୟ ଗଛ, ଫଳ ଗଛ ଓ ଫୁଲ ଗଛ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *