ଆମ ରିପୋଟରଗଜପତିଜିଲ୍ଲା

ବିଶାଖାପାଟନମ୍ ଡିଭିଜନ ଡି ଆର ଏମ୍ ଙ୍କ ପାରଳାଖେମୁଣ୍ଡି ଗସ୍ତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶାଖାପାଟନମ୍ ଡି ଆର ଏମ୍ ସୌରଭ ପ୍ରସାଦ ସ୍ୱତନ୍ତ୍ର ଭାବରେ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ…

ଆମ ରିପୋଟରଜିଲ୍ଲାନୟାଗଡ

ମା ପିତବଳୀ ଙ୍କ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବିରୂପାଖେଶ୍ୱର ସେବା ସଂଘ ର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।…

ଆମ ରିପୋଟରଜିଲ୍ଲାଯାଜପୁର

ବର୍ତ୍ତଣ୍ଡା ଗ୍ରାମରେ କୂଅରେ ପଡି ନାବାଳିକା ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ଏକ ଗଭୀର କୂଅ ମଧ୍ୟରେ ଜଣେ ନାବାଳିକା…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରେ ମିଶନ ଶକ୍ତି କାଫେ ଦ୍ବାରା ମହିଳା ମାନେ ହେବେ ସ୍ବାବଲମ୍ବୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମିଶନ ଶକ୍ତି ବିଭାଗର ସହାୟତା ଏବଂ ଜିଲ୍ଲା ପ୍ରଶାସନ ଗଜପତିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଜପତିର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଜାମୁପଶି ଗ୍ରାମରେ ସ୍କୁଲ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଗ୍ରାମବାସୀ ଥାନା ର ଦ୍ଵାରସ୍ଥ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶି ଦଳିତ ସାହିରେ କିଛି ସ୍କୁଲ ଛାତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦାଦନ ଖଟିବାକୁ ଯାଇଥିବା ସୁନିଲ ର ଶବ ଫେରିଲା ବାଣପୁର ସାଲୁଣୀ ଗ୍ରାମକୁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଲୁଣୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଶୋକାକୁଳ ପରିବେଶ ।…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରାଜପଥ କଡ଼ରେ ଥିବା ମାଇଲି ଖୁଣ୍ଟରୁ ବିଲୁଆର ଝୁଲନ୍ତା ମୃତଦେହ ଉଦ୍ଧାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସଂଶାଇଲୋ ପାଖ ମୁଖ୍ୟ ରାଜପଥ କଡ଼ରେ ଥିବା ମାଇଲି ଖୁଣ୍ଟରୁ ଝୁଲନ୍ତା ବିଲୁଆର ମୃତ…

ଆମ ରିପୋଟରଜିଲ୍ଲାଯାଜପୁର

ପୋଖରୀର ଭ୍ରମ ସୃଷ୍ଟି କରୁଛି ଜାତୀୟ ରାଜପଥ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିକଟରେ ୫୩ ନଂ ଜାତୀୟ ରାଜପଥ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିବାରୁ ସଂପୃକ୍ତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଲୁପ୍ତ ହେବାକୁ ବସିଲାଣି ଘର ଚଟିଆ : ଏବେବି ବାଲୁଗାଁ ଚିଲିକା କୂଳରେ ଶୁଭୁଛି ଘର ଚଟିଆ ଙ୍କ କିଚିରି ମିଚିରି !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ହଜି ଗଲାଣି ଘର ଚଟିଆ ର ସ୍ଵାକ୍ଷର ! ବଦଳୁଛି ସଭ୍ୟତା, ବଦଳୁଛି ପରିବେଶ…