ରାତି ପାହିଲେ ଗୁରୁଦିବସ : ଲୋୟର ପିଏମଜି ରେ ଶିକ୍ଷକଙ୍କ ମାଳ ମାଳ ଆନ୍ଦୋଳନ ତମ୍ବୁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଗୁରୁଙ୍କୁ ନମଣିବ ନର , ଗୁରୁ ହିଁ ସାକ୍ଷାତ ଈଶ୍ବର ! ହେଲେ ବଦଳି ଯାଇଛି ସମୟ , ବଦଳିଛି ପ୍ରଶାସନିକ ଦୃଷ୍ଟିଭଙ୍ଗୀ ! ରାତି ପାହିଲେ ଗୁରୁଦିବସ , ହେଲେ ଦାବୀ ପୂରଣ ପାଇଁ ରାଜରାସ୍ତାରେ ବସି ରହିଛନ୍ତି ଶିକ୍ଷକ ! ରାଜଧାନୀ ଲୋୟର ପିଓଏମଜି ଗାନ୍ଧୀ ମାର୍ଗରେ ବିଭିନ୍ନ ବର୍ଗର ଶିକ୍ଷକଙ୍କ ଆନ୍ଦୋଳନ ତମ୍ବୁ !

Leave a Reply

Your email address will not be published. Required fields are marked *