ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ବାସନ୍ତୀ ପବ୍ଲିକ ସେଣ୍ଟର୍ ପକ୍ଷରୁ ଗଣେଶ ପୂଜା ପାଳିତ କରାଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ବାସନ୍ତୀ ପଟ୍ଟନାୟକ ଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ବାସନ୍ତୀ ପବ୍ଲିକ ସେଣ୍ଟର୍ ରେ ଗଣେଶ ପୂଜା ପାଳିତ !!!

