ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଙ୍କ ପରଲୋକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ…

ଆମ ରିପୋଟରଗଜପତିଜିଲ୍ଲା

ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଅଙ୍ଗନବାଡି କର୍ମୀଙ୍କୁ ପ୍ରାକ ତାଲିମ ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା : ଯୋଗ ଦେବେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଦିନ…

ଆମ ରିପୋଟରଜିଲ୍ଲାଯାଜପୁର

ମଙ୍ଗଳପୁର ନିକଟ ରେଳ ଧାରଣାରେ ଟ୍ରେନ ଦୁର୍ଘଟଣା ରେ ଜଣେ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା – ଅନୁଗୁଳ ରେଳପଥ ମଙ୍ଗଳପୁର ନିକଟରେ ସକାଳ ସମୟରେ ଜଣେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ପାଖ ମୁଖ୍ୟ ରାସ୍ତାରେ ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଲା ପୋଲିସ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପାଖ ମୁଖ୍ୟ ରାସ୍ତାରେ ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଲା ସୁକିନ୍ଦା ପୋଲିସ !…

ଆମ ରିପୋଟରଜିଲ୍ଲାନୟାଗଡ

କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା କଣ୍ଟିଲୋ ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା ।…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳରେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ : ଟାର୍ଗେଟରେ ଥିଲେ ବିଏସ୍‌ଏଫ୍‌ ଜବାନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଶୁକ୍ରବାର ଟିଫିନ ବୋମା ସାମଗ୍ରୀ ଜବତ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କ ଠାରୁ ମୋବାଇଲ ଲୁଟିନେଲେ ଲୁଟେରା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରି…