ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ମୁଖ୍ୟ ରାଜପଥକୁ ତୁରନ୍ତ ମରାମତି ନିମନ୍ତେ ଜନ ଜାଗରଣ ମଞ୍ଚ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମୁଖ୍ୟ ରାଜପଥ ତୁରନ୍ତ ମରାମତି ନିମନ୍ତେ ଜନ ଜାଗରଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ସପ୍ତମାତୃକା ପୂଜାର ନିଆରା ପରମ୍ପରା : ଭେଟ ଅମାବାସ୍ୟା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଆଜି ଖୋର୍ଦ୍ଧା ଜିଲ୍ଲା…

ଆମ ରିପୋଟରଜିଲ୍ଲାଯାଜପୁର

ବ୍ରାହ୍ମଣୀ ବ୍ରିଜ ଉପରେ ବାଇକ ଦୁର୍ଘଟଣାରେ ଜଣେ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବ୍ରାହ୍ମଣୀ ବ୍ରିଜ ଉପରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ…

ଆମ ରିପୋଟରଜିଲ୍ଲାପୁରୀ

ମହାବାହୁ ଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ବସ୍ତ୍ର ଓ ପୋଷାକ ପରିଧାନ ର ନିୟମାବଳୀ ଆଜି ଠାରୁ ଲାଗୁ !!!

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଶ୍ରୀମନ୍ଦିର କୁ ପ୍ରବେଶ ଓ ମହାବାହୁ ଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ବସ୍ତ୍ର…

ଆମ ରିପୋଟରଜିଲ୍ଲାନୟାଗଡ

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାର ତରଫରୁ ନୟାଗଡ଼ ରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା…

ଆମ ରିପୋଟରଜିଲ୍ଲାଯାଜପୁର

ମଙ୍ଗଳପୁର ରାସ୍ତାରେ ବସରେ କଲେଜ ଛାତ୍ରୀ ଅସୁସ୍ଥ : ମେଡିକାଲରେ ଭର୍ତ୍ତି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାବିଦ୍ୟାଳୟରୁ ବସ ଯୋଗେ ଘରକୁ ଫେରୁଥିବା ସମୟରେ ମଙ୍ଗଳପୁର ନିକଟରେ ଦୁଇ ଛାତ୍ରୀ ଅସୁସ୍ଥ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜମାକାରୀ ମିଳିତ ମଞ୍ଚ ବୈଠକରେ କୌଣସି ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତରୁ ବାଦ ନଦେବାକୁ ନିଷ୍ପତ୍ତି !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜମାକାରୀ ମିଳିତ ମଞ୍ଚର କର୍ମକର୍ତ୍ତା ମାନେ ଏକ ମିଳିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗୁଡ଼ୁମରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି – 2023 ଅନୁଷ୍ଠିତ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଗୁଡ଼ୁମରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି – 2023 ଅନୁଷ୍ଠିତ l ବେଗୁନିଆ…

ଆମ ରିପୋଟରଜିଲ୍ଲାନୟାଗଡ

ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ସାଇବର ସୁରକ୍ଷା ବିଷୟରେ ବିଶେଷ ଜ୍ଞାନ ନଥିବା ଏବଂ ସଚେତନତା ଅଭାବରୁ ଛାତ୍ରଛାତ୍ରୀ, ପିଲାଙ୍କ…