ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍ବର୍ଗତଃ ସୀତାକାନ୍ତ ମିଶ୍ରଙ୍କ ସ୍ମୃତିରେ ପ୍ରକାଶ ପାଇବ ସ୍ମରଣିକା ! ବାଙ୍କୀ ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ , ଦକ୍ଷ ସଂଗଠକ , ବହୁ ସାମାଜିକ ସଂଗଠନ ସହ ଜଡିତ ସମାଜସେବୀ ସୀତାକାନ୍ତ ମିଶ୍ର ଙ୍କର ପରଲୋକ ଖବର ଶୋକର ବାତାବରଣ ସୃଷ୍ଟି କରିଛି ! ବାଙ୍କୀ ଅଞ୍ଚଳରେ ବିରୁ ଭାଇନା ନାମରେ ଆଦୃତ ସୀତାକାନ୍ତ ମିଶ୍ର ଙ୍କର ପରଲୋକ ଖବର ଶୁଣି ବହୁ ଲୋକ ଶେଷ ଦର୍ଶନ ନିମନ୍ତେ ପହଞ୍ଚିଥିଲେ ! ସ୍ବର୍ଗତ ମିଶ୍ରଙ୍କର ସ୍ମୃତିଚାରଣ ନିମନ୍ତେ ଏକ ସ୍ମରଣିକା ଉନ୍ମୋଚନ ପାଇଁ ନିଷ୍ପତ୍ତି ହେବା ପରେ ସ୍ୱରଚିତ ଲେଖା ଆହ୍ୱାନ କରାଯାଇଛି !
ସ୍ବର୍ଗତଃ ସୀତାକାନ୍ତ ମିଶ୍ରଙ୍କ ସ୍ମୃତିରେ ଉନ୍ମୋଚିତ ହେବ ସ୍ମରଣିକା !!!

