ପୁଣି ଟ୍ରେନ ଟ୍ରାଜେଡି : ବିଶାଖାପାଟଣା ରାୟଗଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ପୁଣି ଟ୍ରେନ ଟ୍ରାଜେଡି , ବିଶାଖାପାଟଣା ରାୟଗଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ! ସୂଚନା ଅନୁଯାୟୀ ବିଶାଖାପାଟଣା ରାୟଗଡା ପାସେଞ୍ଜର ଟ୍ରେନ ଆଲମାଣ୍ଡ ଷ୍ଟେସନ ରେ ଠିଆ ହୋଇଥିବା ସମୟରେ ପଲାସା ପାସେଞ୍ଜର ଏହାକୁ ଧକ୍କା ଦେଇଥିଲା !

Leave a Reply

Your email address will not be published. Required fields are marked *