ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ !…

ଅପରାଧଆମ ରିପୋଟରକଟକଜିଲ୍ଲା

କଟିକଟା ଧାନ ଗହିର ମଝିରେ ଅଚିହ୍ନା ବ୍ୟକ୍ତି ଙ୍କ ମୃତଦେହ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ କଟିକଟା ପଞ୍ଚାୟତ ପଶ୍ଚିମଖଣ୍ଡଭୋଳ ଧାନ ଗହିର ମଝିରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କଟିବା ପ୍ରସଙ୍ଗ : ନଭେମ୍ବର ୧୦ ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରେଳ ମାନଚିତ୍ରରୁ ଫୁଲବାଣୀ ବାଦ୍ ପଡ଼ିବା ପ୍ରତିବାଦରେ ଆସନ୍ତା ନଭେମ୍ବର ୧୦ରେ ୧୨…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ବିଜୁ ଜନତା ଦଳ ତରଫରୁ ପ୍ରଶିକ୍ଷଣ ଶିବିର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ୧୪ ଓ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ମହାଖଳା ଗ୍ରାମରେ ପଡିଛି ଯୁବକଙ୍କ ମୃତ ଦେହ : ହତ୍ଯା ସନ୍ଦେହ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବଡଚଣା ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାଖଳା ଗ୍ରାମର ବିଚିତ୍ରାନନ୍ଦ ମହାପାତ୍ରଙ୍କ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଉଜ୍ଜାପିତ ହେଲା ଡ଼ାଳତୋଳାର ଗଜଲକ୍ଷ୍ମୀ ମହୋତ୍ସବ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଶ ଧୂମଧାମରେ ଉଜ୍ଜାପିତ ହେଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପକଣ୍ଠ ଡ଼ାଳତୋଳାର ଗଜଲକ୍ଷ୍ମୀ ମହୋତ୍ସବ…

ଆମ ରିପୋଟରକଟକଜିଲ୍ଲା

ଧଳାପଥର କୋଦୁଅବେରଣୀ ପେଟ୍ରୋଲ ଟାଙ୍କି ରାସ୍ତା ରେ ଧୂଳି ଧୂଆଁ ରେ ଅସ୍ତବ୍ୟସ୍ତ ଲୋକେ !!!

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଧଳାପଥର କଳାପଥର ମୁଖ୍ୟ ରାସ୍ତାରୁ ଖୋର୍ଦ୍ଧା ଆଡକୁ କୋଦୁଅବେରଣୀ ପେଟ୍ରୋଲ ଟାଙ୍କି ରାସ୍ତା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଙ୍କ ବାଣପୁର ବ୍ଳକ ଗସ୍ତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଗସ୍ତରେ ଆସି ପହଞ୍ଚିଥିଲେ ରାଜ୍ୟ ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଓ…