ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ – ଗୟଳବାଙ୍କ ରାସ୍ତାରେ ଦିନ ପ୍ରହରେ ହାତୀ ପଲ୍ଲ ! କଟକ ବାଙ୍କୀ ମୁଖ୍ୟ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ ମାନଙ୍କ ପାଇଁ ବନ ବିଭାଗ ତରଫରୁ ସତର୍କ ସୂଚନା ! ଚନ୍ଦକା ଅଭୟାରଣ୍ୟ ଏବଂ ମହାନଦୀ ମଧ୍ୟରେ ଥିବା ହାତୀ ଚଲାପଥରେ ଦେଖିବାକୁ ମିଳିଛି ହାତୀ ଙ୍କର ଉପସ୍ଥିତି ! ହାତୀ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବା ସମୟରେ , ବନ ବିଭାଗ ତରଫରୁ ହାତୀଙ୍କର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖା ଯାଇଛି !
ବାଙ୍କୀ – ଗୟଳବାଙ୍କ ରାସ୍ତାରେ ଦିନ ପ୍ରହରେ ହାତୀ ପଲ୍ଲ !!!

