ରବିନାରାୟଣ ଙ୍କ ଲେଖା ମାଧ୍ୟମରେ ସଂପର୍କ ର ନୂଆ ପରିଭାଷା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସବୁବେଳେ ଲେଖା ମାଧ୍ୟମରେ ପରିବାର ସମ୍ପର୍କ ବିଷୟରେ କହୁଥିବା ରବିନାରାୟଣ ପଟ୍ଟନାୟକ ଙ୍କ ବର୍ତ୍ତମାନ “ପ୍ରକୃତ ଭଲ ପାଇବା ” ନାମ ରେ ପ୍ରକାଶ ପାଇଛି । ଓଡ଼ିଶାର ଏକ ଅଗ୍ରଣୀ ଦୈନିକ ଖବର କାଗଜରେ ତାଙ୍କ ଲେଖା ପ୍ରକାଶ ପାଇଛି । ବର୍ତ୍ତମାନ ସମୟରେ ବାପା ମା ଙ୍କ ସହିତ ପିଲା ଙ୍କ ସମ୍ପର୍କ ଉପରେ ଏଥିରେ ଆଲେଖ ରହିଛି । ବିଭିନ୍ନ ଆଡ଼ୁ ତାଙ୍କୁ ଏହି ଲେଖା ପାଇଁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *