ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଭାତ ହାଣ୍ଡି କୁହା ଯାଉଥିବା ବରଗଡ ଜିଲ୍ଲା ର ଚାଷୀ ମାନଙ୍କ ଦୁର୍ଦଶା ! ଅଦିନିଆ ବର୍ଷା ରେ ବରଗଡ ଜିଲ୍ଲା ର ପଦ୍ମପୁର ବ୍ଲକ ର ବିଭିନ୍ନ ଗ୍ରାମ ରେ ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ! ସେହିପରି ସର୍ଗିବାହାଲ, ଧାଉଁରାମୁଣ୍ଡା , ନୂଆଡ଼ିହି, ଗିଆନ ଗ୍ରାମର ଚାଷୀ ମାନଙ୍କ ଚାଷ ଜମି ରେ ଅଦିନିଆ ବର୍ଷା ଯୋଗୁ ପାଣି ଜମି ଧାନ, ପନିପରିବା ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇ ଚାଷୀ ମୁଣ୍ଡ ରେ ଚିନ୍ତା ବଢ଼ାଇ ଦେଇଛି ! ନୂଆଡ଼ିହି ର ଚିନ୍ମୟ ସାହୁ, ଧୌରାଖେନ୍ଦା ର ଚାଷୀ ପଞ୍ଚାନନ ସାହୁ , ଧନଞ୍ଜୟ, ଦୁର୍ଯୋଧନ, ଜୀବର୍ଧନ, ଗଣେଶ, ସର୍ଜନ, ସୁଶୀଲ, ସନାତନ, ବାବୁଲୁ, ଦେବାନନ୍ଦ ଅନିରୁଦ୍ଧଙ୍କ ଚାଷ ଜମି ରେ ପାଣି ମାଡି ଯାଇଛି !
ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ : ଚାଷୀ ବେହାଲ !!!

