ରଣଶଙ୍ଖ ନିକଟରେ ଗଛରେ ପିଟି ହେଲା ବରଯାତ୍ରୀ କାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବରଯାତ୍ରୀ କାର ଦୁର୍ଘଟଣାଗ୍ରସ୍ତ ! ବାଙ୍କୀ ରଣଶଙ୍ଖ ନିକଟରେ ଗଛରେ ପିଟି ହେଲା ଏକ ବରଯାତ୍ରୀ କାର । ବିବାହ ଭୋଜି ଖାଇବାକୁ ଆସିଥିଲେ ଏକ କାରରେ କିଛି ଲୋକ ବାଙ୍କୀ ମକୁନ୍ଦପୁର ଗ୍ରାମକୁ । ଭୋଜି ଖାଇସାରି ମକୁନ୍ଦପୁରରୁ ଆଠଗଡ଼ ଘରକୁ ଫେରୁଥିବା ବେଳେ ବିଳମ୍ୱିତ ରାତିରେ ରଣ ଶଙ୍ଖ ନିକଟରେ ଗଛକୁ ପିଟିଲା ମାରୁତି କାର । ଦୁର୍ଘଟଣାରେ ଜଣେ ମୃତ , ଆଉ ଜଣେ ଗୁରୁତର ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *