କଳିଙ୍ଗନଗର ଥାନାରୁ ଆସାମୀ ଫେରାର : ୪ ଥାନା କର୍ମଚାରୀ ନିଲମ୍ୱିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନାରୁ ଆସାମୀ ଫେରାର , 4 ଥାନା କର୍ମଚାରୀ ନିଲମ୍ୱିତ ! ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ରୁ ଚକରା ବେହେରା ନାମକ ଦୁର୍ଦ୍ଦାନ୍ତ ଅପରାଧୀ ପାଇଖାନା କୁ ଯାଇଥିବା ସମୟରେ ଖସି ପଳାଇଛି । ଆସାମୀ ଖସିଯିବା ଘଟଣାରେ କଳିଙ୍ଗନଗର ଥାନାର ଦୁଇ ପୋଲିସ ASI ଲକ୍ଷ୍ମୀଧର ଦାସ ଏବଂ ଅଚ୍ୟୁତାନନ୍ଦ ଦାସ ଏବଂ ଆଉ ଦୁଇ ପୋଲିସ କନଷ୍ଟେବଳ ପ୍ରଶାନ୍ତ କୁମାର ସେନାପତି, ରାମ ମୁର୍ମୁ ଆଜି ନିଲମ୍ୱିତ ହୋଇଛନ୍ତି । ଏନେଇ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭରୀୟସ ଟୋପଙ୍କ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *