ଆମ ରିପୋଟରକନ୍ଧମାଳଜିଲ୍ଲା

ବଡ଼ଦିନ ପାଇଁ କନ୍ଧମାଳ ଉତ୍ସବ ମୁଖର, ସଜେଇ ହେଉଛି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ : ସୁରକ୍ଷା ବ୍ୟବସ୍ଥା କଡାକଡି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆଉ ମାତ୍ର ଦୁଇ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଅର୍ଥାତ ବଡ଼ଦିନ ପର୍ବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ( OUJ ) ର ୨୬ ତମ ଦ୍ୱିବାର୍ଷିକ ଉତ୍ସବ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ୨୬ ତମ ଦ୍ୱିବାର୍ଷିକ ଉତ୍ସବ ଏବଂ ପ୍ରତିଷ୍ଠା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ସରଞ୍ଜାମ ବଣ୍ଟନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ସରକାରଙ୍କ ନୃତନ ଉନ୍ନତ ଅଭିଳାଷ ଓଡ଼ିଶା ନୂଆ – ଓ ଯୋଜନା ଅନୁଯାୟୀ…

ଆମ ରିପୋଟରକଟକଜିଲ୍ଲା

ପୋଡା ପାତ୍ରରେ ଚକାଆଖି : ଲୋକଙ୍କ ଗହଳ ଚହଳ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ମାର୍ଗଶୀର ମାସ ମାଣବସା ଗୁରୁବାରରେ ହେଲା ଶ୍ରୀଜଗନ୍ନାଥଙ୍କ ଦର୍ଶନ ! ଏପରି ଖବର…

ଆମ ରିପୋଟରଜିଲ୍ଲାଯାଜପୁର

ସରିଲା ଚିନ୍ମୟ ଫାଉଣ୍ଡେସନର ପାଞ୍ଚ ପାଳି ଗୁରୁବାର ସେର ଝୋଟି ପ୍ରତିଯୋଗିତା : ଭାଗ ନେଲେ ୬୭୩୩ ଜଣ ପ୍ରତିଯୋଗୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପଲ୍ଲୀ ଚିତ୍ରକଳା ପରମ୍ପରାକୁ ସମଗ୍ର ବିଶ୍ବରେ ପରିଚିତ କରାଇବାର ସଂକଳ୍ପ ନେଇ ଯାଜପୁର ଜିଲ୍ଲାର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଅବକାରୀ ବିଭାଗ ର ଚଢାଉ : ଆସ୍କା – ୪୦ ସମେତ ଦେଶୀ ମଦ ଜବତ , ତିନି ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅବକାରୀ ବିଭାଗ ବାଲୁଗାଁ ଅଞ୍ଚଳର ତିନୋଟି ସ୍ଥାନରେ ଚଢାଉ କରି ତିନି ଜଣ…

ଆମ ରିପୋଟରକଟକଜିଲ୍ଲା

ସିନେ ତାରକା ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ପଡିଲା ପୂର୍ଣ୍ଣଛେଦ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ରତୀକ୍ଷାର ଅନ୍ତ ଘଟିଲା ! ସିନେ ତାରକା ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ମୁଖ୍ୟ ରାଜପଥରେ ବାଇକ୍ ଦୁର୍ଘଟଣାରେ ତିନି ଗୁରୁତର : କଟକ ସ୍ଥାନାନ୍ତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ବିଜେପି କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାଜପଥରେ ଏକ…