ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ନୂଆପାଲି ସ୍ଥିତ ନବପ୍ରଭାତ ବିଦ୍ୟାୟତନ ଗୁରୁକୁଳ ସ୍କୁଲ ର ବାର୍ଷିକ କ୍ରୀଡା ଅନୁଷ୍ଠିତ ! ସାରଙ୍ଗପୁର ସ୍ଥିତ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ବନ ମହୋତ୍ସବ ଅନୁଷ୍ଠିତ ହୋଇଛି ! ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନେ ଯୋଗ ଦେଇ ହର୍ଷ ଉଲ୍ଲାସ ରେ ପାଳନ କରିଥିଲେ !
ନୂଆପାଲି ସ୍ଥିତ ନବପ୍ରଭାତ ବିଦ୍ୟାୟତନ ଗୁରୁକୁଳ ସ୍କୁଲ ର ବାର୍ଷିକ କ୍ରୀଡା ଅନୁଷ୍ଠିତ !!!

