ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ପ୍ରଖଣ୍ଡ ପକ୍ଷରୁ ତୁଳସୀପୂଜନ ଦିବସ ପାଳିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଡିସେମ୍ବର ୨୫ ତାରିଖ ପବିତ୍ର ତୁଳସୀ ପୂଜନ ଦିବସ ଅବସରରେ ସୁକିନ୍ଦା ବିଶ୍ବହିନ୍ଦୁ ପରିଷଦ,…

ଆମ ରିପୋଟରକଟକଜିଲ୍ଲା

ସାମ୍ବାଦିକ ସୁକାନ୍ତ କୁମାର ବେଉରାଙ୍କ ଭାତ୍ରୁ ବିୟୋଗ !!!

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ଅଞ୍ଚଳର ଜଣାଶୁଣା ସାମ୍ବାଦିକ ସୁକାନ୍ତ କୁମାର ବେଉରାଙ୍କ ବଡ଼ଭାଇ…

ଆମ ରିପୋଟରଗଜପତିଜିଲ୍ଲା

ଅର୍ବାନ ବ୍ୟାଙ୍କ୍ ପଡିଆ ରେ ୱାଣ୍ଡରେଲା ପ୍ଲେ ସ୍କୁଲ ର ୯ ମ ବାର୍ଷିକ ଉତ୍ସବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅର୍ବାନ ବ୍ୟାଙ୍କ୍ ପଡିଆ ରେ ୱାଣ୍ଡରେଲା ପ୍ଲେ ସ୍କୁଲ ର ୯ ମ ବାର୍ଷିକ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଦୁଇ ଏସଓଜି ଯବାନ ଗୁରୁତର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କିଛି ଦିନର ନୀରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।…

ଆମ ରିପୋଟରଜିଲ୍ଲାନୟାଗଡ

ରଙ୍ଗାରଙ୍ଗ ପରିବେଶରେ ନୟାଗଡ଼ ଜିଲ୍ଲା ମହୋତ୍ସବ ୨୦୨୩ ଉଦଘାଟିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ନୟାଗଡ଼ ଷ୍ଟାଡିୟମ ଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଛାତ୍ରୀ ଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା : ଲୋକେ ଧରିଲେ ବହେ ଖୋବିଲେ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପଲଟଣ ପଡ଼ିଆ ନିକଟରେ କିଛି ନାବାଳିକା ଟିଉସନ ଯାଉଥିବା ସମୟରେ ଜଣେ ଯୁବକ…